ପାରାଦୀପରେ ମାଛ ମଡକ

0

ପାରାଦୀପ: ପାରାଦୀପ ସହରର ଜଳାଶୟରେ ହଜାର ହଜାର ମାଛ ମରି ଭାସୁଥିବା ଦେଖାଯାଇଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କାର୍ଯ୍ୟକର୍ତ୍ତାମାନେ ମାଛ ନମୁନା ସଂଗ୍ରହ କରି ପରୀକ୍ଷାଗାରାକୁ ପଠାଇଛନ୍ତି । ସାର କାରଖାନାରୁ ନିର୍ଗତ ରସାୟନିକ ପଦାର୍ଥ ଯୋଗୁଁ ସହରର ବିଭିନ୍ନ ଜଳାଶୟ ବିଷାକ୍ତ ହୋଇଯାଇଛି । ଏଥିଯୋଗୁଁ ମାଛ ମରି ଭାସୁଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ବିଶେଷଜ୍ଞ ଦଳ ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply