ସଞ୍ଚୟ ଯୋଜନା ସୁଧହାର ହ୍ରାସ

ପିପିଏଫ୍ ସୁଧ ହାର ବି କମ୍ କଲେ ସରକାର

ଭୁବନେଶ୍ବର (ବ୍ୟୁରୋ): କରୋନା ଯୋଗୁଁ ଭୁଶୁଡ଼ି ପଡ଼ିଛି ଜାତୀୟ ଅର୍ଥନୀତି । କେବଳ ଭାରତ ନୁହେଁ, ସମଗ୍ର ବିଶ୍ବରେ ଆର୍ଥିକ ଅସ୍ଥିରତା ଲାଗି ରହିଛି । ଏହି ସ୍ଥିତିରେ କେନ୍ଦ୍ର ସରକାର ବିଭିନ୍ନ ସଞ୍ଚୟ ଯୋଜନାରେ ସୁଧହାର ହ୍ରାସ କରିଛନ୍ତି । ଏପରିକି ପିପିଏଫ୍ ସୁଧହାର ମଧ୍ୟ କମ୍ କରାଯାଇଛି । ଏପ୍ରିଲ୍-ଜୁନ୍ ତ୍ରୟମାସିକ ନିମନ୍ତେ ସୁଧହାର ୧.୪୪% ପର୍ଯ୍ୟନ୍ତ ହ୍ରାସ ନିଷ୍ପତ୍ତି ହୋଇଛି।

Comments are closed.