ମନୋରମା ମହାପାତ୍ରଙ୍କ ପରଲୋକରେ ରାଜ୍ୟପାଳଙ୍କ ଶୋକ

ବିଶିଷ୍ଟ ଶିକ୍ଷାବିତ୍, କବି, ଲେଖିକା, ବାଗ୍ମୀ ଓ ସାମ୍ବାଦିକା ମନୋରମା ମହାପାତ୍ରଙ୍କ ପରଲୋକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲା ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କୁ ଜଣେ ବିରଳ ବିଦୁଷୀ ଭାବରେ ବର୍ଣ୍ଣନା କରି ତାଙ୍କ ବିୟୋଗରେ ଓଡ଼ିଶାର ସାଂସ୍କୃତିକ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି କହିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Comments are closed.