ଦିନିକିଆ କଳାହାଣ୍ଡି ଗସ୍ତରେ ରାଜ୍ୟପାଳ

0

ଭବାନୀପାଟଣା : ଓଡ଼ିଶାର ମହାମହିମ ରାଜ୍ୟପାଳ ଦିନିକିଆ ପ୍ରଫେସର ଗଣେଷି ଲାଲ କଳାହାଣ୍ଡି ଗସ୍ତ କରିଛନ୍ତି। ଏହି ଗସ୍ତରେ ରାଜ୍ୟପାଳ ଭବାନୀପାଟଣାର ମାଣିକେଶ୍ୱରୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇଛନ୍ତି। ଏହା ସହ ସେ କେସିଙ୍ଗା , ଏମ୍ ରାମପୁର ଏବଂ ନର୍ଲାର ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି। ରାଜ୍ୟପାଳଙ୍କୁ ନିକଟରେ ପାଇ ମାଣିକେଶ୍ୱରୀ ହାଇସ୍କୁଲ ଛାତ୍ରଛାତ୍ରୀ ଖୁସି ଥିବା ଜଣାପଡିଛି।

Leave A Reply