ବିହାର ରାଜ୍ୟପାଳଙ୍କ ଶ୍ରୀ ଲିଙ୍ଗରାଜ ମନ୍ଦିର ପରିଦର୍ଶନ

ଭୁବନେଶ୍ବର: ବିହାର ରାଜ୍ୟପାଳ ଫାଗୁ ଚୌହନ ଶନିବାର ଭୁବନେଶ୍ବରସ୍ଥିତ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଛନ୍ତି। ଉତ୍ତର ଦ୍ବାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ମନ୍ଦିର ପରିଦର୍ଶନ କରିବା ସହ ପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ନତମସ୍ତକ କରିଥିଲେ। ତାଙ୍କ ପରିଦର୍ଶନକୁ ନେଇ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା।

ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ସେ କୋଣାର୍କ ଗସ୍ତରେ ଯାଇଥିବା ଜଣାପଡିଛି।

Comments are closed.