ଗୋପାଳପୁର ନୂଆ ଥାନାଧିକାରୀଙ୍କ ଦାୟିତ୍ବ ଗ୍ରହଣ

ଗୋପାଳପୁର: ଗୋପାଳପୁର ଥାନାରେ ରବିବାର ଦିନ ନୂତନ ଆଇଆଇସି ଭାବେ ମାଧବା ନନ୍ଦ ନାୟକ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ପୁର୍ବରୁ କେ ନୂଆଁ ଗାଁ ଥାନାରେ ଆଇଆଇସି ଭାବେ ଦାୟିତ୍ଵ ତୁଲାଇଥିଲେ। ଦାୟିତ୍ବ ନେବା ପରେ କ୍ରାଇମ୍, କ୍ରିମିନାଲ, ପେଟ୍ରୋଲିଙ୍ଗ, ଗୋପାଳପୁର ପର୍ଯ୍ୟଟନ ସ୍ଥଳ ଯୋଗୁଁ ପର୍ଯ୍ୟଟକମାନେ କିଭଳି ଅସୁବିଧା ନ ହେବ ସେଥିପ୍ରତି ଦୃଷ୍ଟି ଦେବା ସହ ସ୍ଥାନୀୟ ଲୋକଙ୍କ ସହ ସୁସମ୍ପର୍କ ରଖିବା ଏବଂ ମହାମାରୀ କରୋନା ସମୟରେ ସ୍ଥାନୀୟ ଲୋକଙ୍କୁ ସଚେତନ କରିବାରେ ସାହାଯ୍ୟ ସହଯୋଗ କରିବେ ବୋଲି କହିଛନ୍ତି।

Comments are closed.