ଜୟନ୍ତି ଅବସରରେ ଗୋପବନ୍ଧୁ ପାର୍କର ନବୀକରଣ

0

ରାଉରକେଲା : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୧ ତମ ଜୟନ୍ତି ଅବସରରେ ରାଉରକେଲାଠାରେ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ପିସିସି ସଭାପତି ଓ ରାଉରକେଲା ଇସ୍ପାତ କାରଖାନାର ସିଇଓ ପ୍ରମୁଖ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଏହି ଅବସରରେ ଗୋପବନ୍ଧୁଙ୍କ  ପାର୍କର ନବୀକରଣ କରାଯାଇଛି।  ପାର୍କରେ ଥିବା ତାଙ୍କ ପ୍ରତିମୂର୍ତ୍ତି ଚାରିପଟେ ମାର୍ବଲ ଚଟାଣ ବିଛାଯିବା ସହିତ ଝରଣା ଏବଂ ଜଳ ଫୁଆରାର ବ୍ୟବସ୍ଥା କରାଯାଇଛି। ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଏହି ଆଧୁନିକୀକରଣ କାର୍ଯ୍ୟ କରାଯାଇଛି।

Leave A Reply