ଗୋପା ମହାନନ୍ଦ ରାଜ୍ୟ ମହିଳା ବିଜେଡି ଉପସଭାପତି

କଣ୍ଟାବାଞ୍ଜି: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ବିଜୁ ଜନତା ଦଳର ବିଭିନ୍ନ ପଦ ପଦବୀରେ ଲମ୍ବା ମହିଳା ଟିମ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିର ନାରୀ ନେତ୍ରି ଗେ।ପା ମହାନନ୍ଦଙ୍କୁ ରାଜ୍ୟ ମହିଳା ବିଜେଡି ଉପ ସଭାପତି ଭାବେ ମନୋନିତ କରିଛନ୍ତି। ପଶ୍ଚିମ ଓଡିଶାରେ ମହିଳା ସଂଗଠନକୁ ସୁଦୃଢ କରିବା ପାଇଁ ଗୁରୁଦାୟିତ୍ୱ ଦେଇଥିବାରୁ ଗୋପା ମହାନନ୍ଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

 

Comments are closed.