ଭୁବନେଶ୍ୱର ବିମାନବନ୍ଦରରୁ ୧୫୧ ଗ୍ରାମର ସୁନା ଜବତ

ଭୁବନେଶ୍ୱର : ବିଜୁପଟ୍ଟନାୟକ ବିମାନବନ୍ଦରରୁ ବୁଧବାର ଅପରାହ୍ନରେ ଜଣେ ଯାତ୍ରୀଙ୍କଠାରୁ ସୁନା ଜବତ ହୋଇଛି । ବିମାନବନ୍ଦରର କଷ୍ଟମ ବିଭାଗ ଅଧିକାରୀ ଯାତ୍ରୀଙ୍କଠାରୁ ୧୫୧ ଗ୍ରାମ ସୁନା ଜବତ କରିଛନ୍ତି । ଜବତ ହୋଇଥିବା ସୁନାର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା । ସପୃକ୍ତ ଯାତ୍ରୀ ଜଣଙ୍କ ଏୟାର ଏସିଆ ବିମାନରେ ବ୍ୟାଙ୍କକରୁ ଆସିଥିଲେ ।

Comments are closed.