ଅହମ୍ମଦାବାଦ-ବେଙ୍ଗାଲୁରୁ “ଗୋ ଏୟାର” ବିମାନରେ ଅଗ୍ନିକାଣ୍ଡ : ସମସ୍ଥ ଯାତ୍ରୀ ସୁରକ୍ଷିତ

ନୂଆଦିଲ୍ଲୀ : ଅହମ୍ମଦାବାଦରୁ ବେଙ୍ଗାଲୁରୁ ଯାଉଥିବା “ଗୋ ଏୟାର” ବିମାନର ଡ଼ାହାଣ ପଟ ଇଞ୍ଜିନରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ବିମାନରେ ଥିବା ସମସ୍ଥ ଯାତ୍ରୀ ଏବଂ ବିମାନ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡିଛି। ବିମାନଟି ଏକ ଚଢେଇ ସହିତ ଧକ୍କା ହେବା ଫଳରେ ତାର ଡ଼ହାଣ ପଟ ଇଞ୍ଜିନରେ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି। ଗୋ ଏୟାର ଇଞ୍ଜିନିୟରିଂ ଟିମ୍ ପକ୍ଷରୁ ବିମାନର ନିରିକ୍ଷଣ କରାଯାଉଛି।

Comments are closed.