କାନ୍ଥ ଭୁସୁଡି ପଡି ୫ବର୍ଷ ନାବଳିକାଙ୍କ ମୃତ୍ୟୁ

0

ଭଦ୍ରକ: ଏକ ଅଘଟଣ ଘଟି ଜଣେ ନାବାଳିକାର ମୃତ୍ୟୁ ଘଟିଛି । ଘର କାନ୍ଥ ଭୁସୁଡି ପଡି ଜଣେ ୫ବର୍ଷ ନାବଳିକାଙ୍କ ମୃତ୍ୟୁ ଘଟିଛି । ଏହି ଅଭାବନୀୟ ଘଟଣାଟି ଭଦ୍ରକ ଜିଲା କସିକିଆରି ଗାଁରେ ଘଟିଛି । ମୃତ ନାବାଳିକାଙ୍କ ନାମ ହେଉଛି ମାମାଲି ଦଲୁଆ ।

ସୂଚନାଯୋଗ୍ୟ, ଚରଣ ଦଲୁଆ ଓ ମମତା ଦଲୁଆଙ୍କ ଝିଅ ମାମାଲି ଦୁଲିଆ ଖେଳକୁଦ କରୁଥିବା ବେଳେ ହଠାତ୍ ତାଙ୍କ ଉପର ଘର କାନ୍ଥ ଭୁସୁଡି ପଡିଥିଲା। ଫଳରେ ଘଟଣାସ୍ଥଳରେ ନାବାଳିକାଟି ପ୍ରାଣ ହରାଇଥିଲେ ।

Leave A Reply