ପୁରୀ ଜିଲ୍ଲା କନେଷ୍ଟବଳ ଓ ହାବିଲଦାର ସଂଘର ସାଧାରଣ ସଂପାଦକଙ୍କ ପରଲୋକ

ପୁରୀ : ପୁରୀ ଜିଲ୍ଲା କନେଷ୍ଟବଳ ଓ ହାବିଲଦାର ସଂଘର ସାଧାରଣ ସଂପାଦକ ଶୁଭ୍ରାଂଶୁ ଶେଖର ପ୍ରଧାନ ଓରଫ ଟୁଟୁଙ୍କର ଆଜି ପରଲୋକ ଘଟିଛି । ସେ ଆଇଡିଏଚ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ବୋଲି ଆମ ପ୍ରତିନିଧି ଜଣାଇଛନ୍ତି। ତାଙ୍କ ବିୟୋଗରେ ବିଭିନ୍ନ ମହଲ ବିଶେଷ କରି ପୁଲିସ କର୍ମଚାରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

Comments are closed.