ରେଳ ଷ୍ଟେସନରୁ ଧରାପଡିଲେ ଦୁଇ ଗଞ୍ଜେଇ ବେପାରୀ

0

ଖୋର୍ଦ୍ଧା : ଜିଆରପି, ଆରପିଏଫ୍‍ ଓ ଅବକାରୀ ପୁଲିସଙ୍କ ମିଳିତ ଚଢଉ ଦ୍ୱାରା  ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ ନିକଟରୁ ଦୁଇଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଗଫର ସେକ୍‍ ଓ ମନୋଜ ଗୁରୁ। ଗଫର ସେକ୍‍ଙ୍କ ନିକଟରୁ ପୁଲିସ ୧୦କେଜି ମନୋଜ ଗୁରୁଙ୍କ ଠାରୁ ୭କେଜି ଗଞ୍ଜେଇ ଜବତ କରାଯାଇଛି। ଦୁଇ ଅଭିଯୁକ୍ତକୁ ଅବକାରୀ ପୁଲିସ ଗିରଫ  କରିବା ପରେ  କୋର୍ଟଚାଲାଣ କରିଛି।

Leave A Reply