ଗଞ୍ଜାମରୁ ହଟିଲା ୧୪ ୪  ଧାରା ; ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ନିର୍ଦ୍ଦେଶ 

ଗଞ୍ଜାମ : କରୋନା ପାଇଁ ଗଞ୍ଜାମରେ ଲାଗୁ ହୋଇଥିବା ୧୪୪ ଧାରା ଗୁରୁବାର ପ୍ରତ୍ୟାହୃତ ହୋଇଛି। ମାତ୍ର  ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ମଲ୍‍ , ସିନେମା ହଲ୍‍ , ଜିମ୍‍ ଆଦି ପୂର୍ବପରି ବନ୍ଦ ରହିବ ବୋଲି ମଧ୍ୟ ଜିଲ୍ଲାପାଳ କହିଛନ୍ତି। ସୂଚନା ଯୋଗ୍ୟ, ଗତ ରବିବାର କରୋନା ପାଇଁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇ ଗଞ୍ଜାମରେ ବିଭିନ୍ନ ସ୍ଥାନରେ ଜନସମାଗମକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯାଇଥିଲା।

 

Comments are closed.