ଚିକିଟିରୁ ଦେଶୀ ଓ ବିଦେଶୀ ମଦ ଜବତ

ଗଞ୍ଜାମ : ଗଞ୍ଜାମ ଜିଲା ଚିକିଟି ବ୍ଲକ ଉପକୂଳବର୍ତ୍ତୀ ସୁରଲ ଗ୍ରାମରେ ଆଜି ଭୋର ସମୟରେ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ କରିଛି । ଖବର ପାଇ ଅବକାରୀ ବିଭାଗ ଚଢାଉ କରିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।

 

Comments are closed.