୫ ଡକାୟତ ଗିରଫ ; ଲୁଟ୍ ସାମଗ୍ରୀ ଉଦ୍ଧାର

0

ଗଞ୍ଜାମ: ଏକ ଲୁଟ ଘଟଣାରେ ଗଞ୍ଜାମ ଜିଲା ପାଟପୁର ପୁଲିସ୍ ୫ ଜଣ ଡକାୟତଙ୍କୁ ଗିରଫ କରିଛି । ଖବରଅନୁସାରେ ପାଟପୁର ଜୟନଗର ଅଧ୍ୟାପିକା ସୁଦର୍ଷ୍ଣା ଚୌଧୁରୀଙ୍କ ଘରୁ ଧନ ସମ୍ପତ୍ତି ଲୁଟ୍ ହୋଇଥିବା ଘଟଣାରେ ପାଟପୁର ପୁଲିସ୍ ୫ ଜଣ ଡକାୟତଙ୍କୁ ଗିରଫ କରିଛି । ଗିରଫ କରି ସେମାନଙ୍କଠାରୁ ନଗଦ ୫୦୦୦ ଟଙ୍କା ସହ ୧୦ ସୁନାଚୁଡି, ୯ଟି ସୁନାହାର, ୮୭୦ଗ୍ରାମ୍ ରୁପା, ୪ଟି ମୋବାଇଲ୍, ୧ ଭୁଜାଲି, ୧ଖେଳନା ପିସ୍ତଲ,  ଓ ଗୋଟିଏ ମୋଟରସାଇକେଲ ଜବତ କରିଥିବା ଗଞ୍ଜାମ ଜିଲ୍ଲା ଅତିରିକ୍ତ ଏସ୍ ପି ଅଜୟ ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି ।

 

 

Leave A Reply