୧୬୫ କେଜି ଚୋରା ଗଞ୍ଜେଇ ଜବତ, ୪ ଗିରଫ

0

ମାଲକାନାଗିରି: ମାଲକାନାଗିରି ପୁଲିସ ଗଞ୍ଜେଇ ବୋଝେଇ ଏକ ବୋଲେର ଜବତ କରିଛି । ମଙ୍ଗଳବାର ସକାଳେ କମାରଗୁଡା ରାସ୍ତା ନିକଟରେ ଓଡିଶାରୁ ବିହାରକୁ ବେଆଇନ ଗଞ୍ଜାଇ ଚୋରା ଚାଲଣ ହେଉଥିବା ବେଳେ ପୁଲିସ ଚଢଉ କରିଥିଲା। ଘଟଣଶସ୍ଥଳରୁ ୧୬୫ କେଜି ଗଞ୍ଜେଇ ଜବତ କରିବା ସହ ଏକ ବୋଲେର ଗାଡି ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ପୁଲିସ ଗିରଫ କରିଛି । ସେମାନେ ହେଲେ ଲଚ୍ଛା ଖୋରା(୨୭), ଶ୍ରୀନୁ ଖୋରା(୧୯),ପ୍ରର୍ଶୁରାମ ଖୋରା(୧୯) ଓ ଶ୍ରୀ ସଦା ଖିଲା(୧୪) । ଏମାନେ ସମସ୍ତେ ଚିତ୍ରକୋଣ୍ଡା ଅଞ୍ଚଳର ବୋଲଇ ଜଣାପଡିଛି ।

Leave A Reply