୫୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ନଗଦ ୩.୧ ଲକ୍ଷ ଟଙ୍କା ଜବତ; ୪ ଗିରଫ

ଜୟପୁର: କୋରାପୁଟ ପୁଲିସ ଆଜି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନଙ୍କଠାରୁ ନଗଦ ୩.୧ ଲକ୍ଷ ଟଙ୍କା ମଧ୍ୟ ପୁଲିସ ଜବତ କରିଛି ।

ଜବତ ଗଞ୍ଜେଇର ପରିମାଣ ୯୩୭.୨ କେଜି ହେବ ବୋଲି କୋରାପୁଟ ଏସପି ସୂଚନା ଦେଇଛନ୍ତି । ଗିରଫ ବ୍ୟକ୍ତିମାନଙ୍କ ନିକଟରୁ ୭ଟି ମୋବାଇଲ ଜବତ ହୋଇଛି । ଏହା ସହ ଗଞ୍ଜେଇ ପରିବହନ ନିମନ୍ତେ ଅଣାଯାଇଥିବା ଏକ ଟ୍ରକ୍ ଓ ବଲେରୋ ମଧ୍ୟ ପୁଲିସ ହାତରେ ଲାଗିଛି ।

Comments are closed.