୭୦ ଲକ୍ଷର ଗଞ୍ଜେଇ ଜବତ

କୋରାପୁଟ : କୋରାପୁଟ ଜିଲାରେ ଚୋରାଚାଲାଣ ବେଳେ ୭୧୭ କେଜି ୬ଶହ ଗ୍ରାମ ଗଞ୍ଜେଇ ସହ ୩ଟି ଗାଡ଼ି ଜବତ ହୋଇଥିବା ଶନିବାର ଜଣାପଡ଼ିଛି। । ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ପ୍ରାୟ ପ୍ରାୟ ୭୦ ଲକ୍ଷରୁ ଅଧିକ ଟଙ୍କା ହେବ। ଗତକାଲି ବିଳମ୍ବିତ ରାତିରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ପାଡୁଆ ଓ ଲମତାପୁଟ ପୁଲିସ ଏହି ଗଞ୍ଜେଇ ଜବତ କରିଛି। ମିନିଟ୍ରକ, ପିକଅପ ଭ୍ୟାନ ଓ ବୋଲେରୋ ଜବତ ହୋଇଛି। ଗାଡ଼ି ଛାଡ଼ି ଗଞ୍ଜେଇ ଚୋରାଚାଲାଣକାରେୀ ଫେରାର ହୋଇ ଯାଇଛନ୍ତି ବୋଲି ପୁଲିସ ଠାରୁ ସୂଚନା ମିଳିଛି। ଘଟଣାର ତଦନ୍ତ ଜାରି ରହିଛି।

Comments are closed.