୧ କୁଇଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଅଟକ

ବାସୁଦେବପୁର: ଭଦ୍ରକ ଜିଲା ବାସୁଦେବପୁର ଅନ୍ତର୍ଗତ ସୁଦର୍ଶନପୁର ରାସ୍ତାରେ ଅଫୁଲା ନିକଟରୁ ପୁଲିସ ରବିବାର ୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଘଟଣାସ୍ଥଳରୁ ଏହି କାରବାରରେ ବ୍ୟବହୃତ ଗୋଟିଏ କାରକୁ ଜବତ କରାଯାଇଥିବା ବେଳେ ଦୁଇ ଜଣଙ୍କୁ ଅଟକ ରଖିଛି ପୁଲିସ। ରବିବାର ରାତି ପେଟ୍ରୋଲିଂ ସାରି କର୍ମଚାରୀ ମାନେ ଫେରୁଥିବା ବେଳେ କାରଟି ନଜରକୁ ଆସିଥିଲା। ଗଡ଼ିଟିକୁ ଯାଞ୍ଚ ପରେ ଏଥିରେ ଗଞ୍ଜେଇଥିବା ଜାଣି ପୁଲିସ ଥାନାକୁ ନେଇଆସିଥିଲା।

Comments are closed.