ଗଞ୍ଜେଇ ଚୋରା ଚାଲଣ ଅଭିଯୋଗରେ ୨ ଗିରଫ

0

କନ୍ଧମାଳ: ଗଞ୍ଜେଇ ଚାଲଣ ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ସୁନ୍ଦରଗଡ ଅଞ୍ଚଳର ବବୁଲ ଗୁପ୍ତା ଓ ମଙ୍ଗୁଳୁ ଦିଗଲ । ଘଟଣାସ୍ଥଳରୁ ଏକ ବାଇକ୍ ସହ ୧୫ କେଜି ୩୦୦ ଗ୍ରାମ ଗଞ୍ଜେଇ ଏବଂ ୩୦୦ ଟଙ୍କା ପୁଲିସ ଜବତ କରିଛି। ଏମାନେ କନ୍ଧମାଳ ମାଲା ଗାଁରୁ ଗଞ୍ଜେଇ କିଣି ଏକ ବାଇକରେ ସୁନ୍ଦରଗଡ ନେଉଥିଲେ ବୋଲି ଗୋଚ୍ଛାପଡା ପୁଲିସ ମୃତ୍ୟୁଞ୍ଜୟ ପ୍ରଧାନ କହିଛନ୍ତି ।

Leave A Reply