ବନ ଓ ଅବକାରୀ ବିଭାଗର ଚଢଉ, ଗଞ୍ଜେଇ ଗଛ ଜବତ

0

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବନାଞ୍ଚଳ ଅନ୍ତର୍ଗତ ମାଓପ୍ରବଣ ପିପଳପଦର ପଞ୍ଚାୟତର କେନ୍ଦୁପାଇ ଗ୍ରାମ ନିକଟସ୍ଥ ଜଙ୍ଗଲରେ ବନ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢଉ ହୋଇଛି । ଚଢଉ ବେଳେ ପ୍ରାୟ କୋଟିଏ ଟଙ୍କା ମୂଲ୍ୟର ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କରିଦିଆ ଯିବା ସହ ଗଞ୍ଜେଇ ଗଛ ଜବତ କରାଯାଇଛି । ଲକ୍ଷ୍ମୀପୁର ବନବିଭାଗ ଅଧିକାରୀ, କର୍ମଚାରୀଙ୍କ ସହିତ ଅବକାରୀ ବିଭାଗର ଜିଲା ସ୍କାର୍ଡ଼ ଦଳ ଓ ରାଜସ୍ୱ ବିଭାଗର ମିଳିତ ଭାବେ ଏହି ଚଢଉ କରିଛନ୍ତି।

Leave A Reply