୧୦.୫ କେଜି ଗଞ୍ଜେଇ ଜବତ, ୨ ଗିରଫ

0

ସମ୍ବଲପୁର: ଗଞ୍ଜେଇ ଚାଲଣ ଅଭିଯୋଗରେ ଧନୁପାଲି ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଘଟଣାସ୍ଥଳରୁ ଗୋଟିଏ ବୋଲର ଗାଡି ସହ ୧୦.୫ କେଜି ଗଞ୍ଜେଇ ଜବତ ହୋଇଛି। ସୋନପୁରରୁ ସମ୍ବଲପୁର ଗଞ୍ଜେଇ ଚାଲଣ ହେଉଥିବା ଜଣାପଡିଛି।

Leave A Reply