ମହିଳାଙ୍କୁ ଗଣଦୁଷ୍କର୍ମ; ସ୍ବାମୀଙ୍କ ସାଙ୍ଗ ସମେତ ୨ ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଦାଦପୁର ଗ୍ରାମରେ ଜଣେ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଲିପ୍ଟି ଦେବା ଭାବାନାରେ ମୋଟର ସାଇକେଲରେ ଏକ ଜଙ୍ଗଲ ମଧ୍ୟକୁ ଟେକି ନେଇ ଗଣଦୁଷ୍କର୍ମ କରିଥିବା ପୀଡିତା ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ପୀଡିତଙ୍କ ସ୍ବାମୀଙ୍କ ସାଙ୍ଗ ଓ ତାଙ୍କ ସମ୍ପକୀୟକୁ ଗିରଫ କରିଛି।

Comments are closed.