ଚଳିତ ବର୍ଷ ଗଞ୍ଜାମରେ ପାଳନ ହେବନି ଗଣେଶ ପୂଜା

ଗଞ୍ଜାମ : ଗଞ୍ଜାମରେ ଚଳିତ ବର୍ଷ ଗଣେଶ ପୂଜା ପାଳନ କରାଯିବ ନାହିଁ। କୋଭିଡ କଟକଣା ଭିତରେ ଗଂଜାମ ଜିଲା ରହିଥିବା କାରଣରୁ ଜିଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି। ଅତି ଜରୁରୀ ନଥିଲେ ଘରୁ ନ ବାହାରିବାକୁ ଗଞ୍ଜାମ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।

Comments are closed.