ପୂଜା ଘରେ ଗଣେଶଙ୍କ ତିନୋଟି ମୂର୍ତ୍ତି ଏକାସହ ରଖନ୍ତୁ ନାହିଁ – ଜାଣନ୍ତୁ ଅନ୍ୟ ସବୁ ଶୁଭ ପ୍ରଭାବ

ଗଣେଶଙ୍କ କୃପାରୁ ବାସ୍ତୁ ଦୋଷ ଦୂର କରନ୍ତୁ

ଘରେ ଯେକୌଣସି ଶୁଭ କାମ ଆରମ୍ଭ କରିବା ପୂର୍ବରୁ ଭଗବାନ ଗଣେଶଙ୍କୁ ପୂଜା କରାଯାଇଥାଏ । ଗଣେଶଙ୍କୁ ପୂଜା କଲେ ବାସ୍ତୁ ଦୋଷ ହୋଇଥାଏ । ଘରର ମୁଖ୍ୟ ଦ୍ୱାର,ପୂଜା ସ୍ଥାନ,ରୋଷେଇ ଘର ଓ କାର୍ଯ୍ୟାଳୟରେ ଥିବା ବାସ୍ତୁଦୋଷ ଗଣେଶ ମୂର୍ତ୍ତି ରଖିଲେ ନଷ୍ଟ ହୋଇଥାଏ । ଗଣେଶଙ୍କୁ ବିଘ୍ନବିନାଶକ ମଧ୍ୟ କୁହାଯାଇଥାଏ ।
ଗଣେଶ ମୂର୍ତ୍ତି ସ୍ଥାପନ କରିବାର ନିୟମ …..
ଗଣେଶଙ୍କ ଅନେକ ମୂର୍ତ୍ତି ଘରେ ରଖନ୍ତୁ ।
ପୂଜା ଘରେ ଗଣେଶଙ୍କରୂ ତିନୋଟି ମୂର୍ତ୍ତି ଏକାସହ ରଖନ୍ତୁ ନାହିଁ ।
ଗଣେଶଙ୍କର ଏପରି ମୂର୍ତ୍ତି ଘରେ ରଖନ୍ତୁ ଯାହା ଦ୍ୱାରା ଘରର ସୁଖ ବଜାୟ ରହିବ ।
ମୂର୍ତ୍ତିର ଉଚ୍ଚତା ୧୨ଇଞ୍ଚରୁ ଅଧିକ ହୋଇ ନ ଥିବା ଦରକାର ।
ପିତ ରଙ୍ଗର ଗଣେଶ ମୂର୍ତ୍ତି ଅତ୍ୟନ୍ତ ଭଲ ଅଟେ ।
ଗଣେଶଙ୍କୁ କେବେ ବି ତୁଳସୀ ଅର୍ପଣ କରନ୍ତୁ ନାହିଁ ।
ବାସ୍ତୁ ଦୋଷ କିପରି ଦୂର ହୋଇଥାଏ??
ଛୁଆଙ୍କ ପଢ଼ିବା ଘରେ ହଳଦିଆ ରଙ୍ଗର ଗଣେଶଙ୍କ ମୂର୍ତ୍ତି ରଖନ୍ତୁ ।
ଗୋଟିଏ ଘରେ କେବଳ ଗୋଟିଏ ମାତ୍ର ଗଣେଶଙ୍କ ମୂର୍ତ୍ତି ରଖନ୍ତୁ ।
ଶୋଇବା ଘରେ କେବେ ବି ଗଣେଶଙ୍କ ମୂର୍ତ୍ତି ରଖନ୍ତୁ ନାହିଁ ।
ଘରର ମୁଖ୍ୟ ଦ୍ୱାରରେ ଭିତରକୁ ମୁହଁ କରିଥିବା ଗଣେଶଙ୍କ ମୂର୍ତ୍ତି ରଖନ୍ତୁ ।
ପୂଜା ଘରେ ହଳଦିଆ ରଙ୍ଗର ଗଣେଶ ମୂର୍ତ୍ତି ରଖନ୍ତୁ ।
ପ୍ରତ୍ୟେକ ଦିନ ସକାଳେ ଗଣେଶଙ୍କୁ ଦୂବ ଅର୍ପଣ କରନ୍ତୁ ।
ଘରେ ଗଣେଶଙ୍କ ଅନେକ ମୂର୍ତ୍ତି ରଖିବା ପରିବର୍ତ୍ତେ ଗୋଟିଏ ସ୍ଥାନରେ ‘ଓଁ’ ଲେଖି ଦିଅନ୍ତୁ ।

Comments are closed.