୩ ଦଲାଲ ଗିରଫ

ଗଜପତି : ଗଜପତି ପୁଲିସ ପକ୍ଷରୁ ମଙ୍ଗଳବାର ଚଢ଼ାଉ କରାଯାଇ ୩ ଜଣ ଦଲାଲଙ୍କୁ ଗିରଫ କରିଛି । ୨ ଜଣ ଦଲାଲକୁ ପୁଲିସ ଆରଟିଓ ଅଫିସରୁ ଗିରଫ କରିଥିବାବେଳେ ମୁଖ୍ୟ ଡ଼ାକ୍ତରଖାନାରୁ ଜଣେ ଦଲାଲକୁ ଗିରଫ କରାଯାଇଛି । ଗିରଫ ଦଲାଲମାନେ ହେଲେ ଜୁନେଶ ଶବର, ମେଟୁ କାର୍ଜି, ନାଲା ରାଜୁ ।

Comments are closed.