କରୋନାରେ ଗଜପତି ଜିଲାର ଜଣେ ପ୍ରମୁଖ କୋରନା ଯୋଦ୍ଧାଙ୍କ ମୃତ୍ୟୁ

ଗଜପତି : ଗଜପତି ଜିଲାର ଜଣେ ପ୍ରମୁଖ କୋରନା ଯୋଦ୍ଧା ତଥା ଅତରିକ୍ତ ଜିଲ୍ଲାପାଳ (ରାଜସ୍ଵ)କରୁଣାକର ରାଇକାଙ୍କ କରୋନାରେ ମୃତ୍ୟୁ ହୋଇଥିବା ବୁଧବାର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଗତକାଲି ବ୍ରହ୍ମପୁର ଏମକେସିଜି କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ଆର.ସୀତାପୁର ସ୍ଥିତ କୋଭିଡ଼-୧୯ ହସ୍ପିଟାଲରେ ପରିଚାଳନା ଦାୟିତ୍ୱରେ ଥିଲେ।

Comments are closed.