ବ୍ୟାଙ୍କ ମ୍ୟାନେଜରଙ୍କୁ କରୋନା; ଦୁଇଟି ଶାଖାରେ ତାଲା

ପାରଳାଖେମୁଣ୍ଡି :  ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଫଏଲ ଇନଚାର୍ଜ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୂଖ୍ୟ ଶାଖା ଓ ବଜ଼ାର ଶାଖାକୁ ସତର୍କତା ମୂଳକ ପଦକ୍ଷପ ଭାବେ ଗୁରୁବାର ଠାରୁ ବନ୍ଦ କରି ଦିଆଯାଇଛି।

Comments are closed.