ପାରଳାଖେମୁଣ୍ଡିରେ ପହଞ୍ଚିଲା ୨୬୨୦ଟି ଇଭିଏମ୍

0

ଗଜପତି : ଆସନ୍ତା ୨୦୧୯ସାଧାରଣ ନିର୍ବାଚନ ପାଇ ପ୍ରସ୍ତୁତି । ଉତ୍ତରପ୍ରଦେଶରୁ ପୁଲିସର କଡା ସୁରକ୍ଷା ମଧ୍ୟରେ ଅଣାଯାଇଥିବା ୨୬୨୦ ଟି ଇଭିଏମକୁ  ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ରବିବାର ପାରଳାଖେମୁଣ୍ଡି ଅଣାଯାଇଛି। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ଇଭିଏମ୍ ଗୁଡିକୁ ରଖାଯାଇଛି ।

Leave A Reply