ବିଜେପିରେ ଯୋଗଦେଲେ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ

0

ଥିରୁଭାନନ୍ତପୁରମ . –  ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଜି ମାଧବନ୍‌ ବିଜେପିରେ ଯୋଗ ଦେଇଛନ୍ତି ।  ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି । ଶନିବାରରେ ଥିରୁଭାନନ୍ତପୁରମରେ ସେ ବିଜେପିରେ ଯୋଗ ଦେଇଛନ୍ତି ।

୨୦୦୩ରୁ ୨୦୦୯ ପର୍ଯ୍ୟନ୍ତ ଜି ମାଧବନ ଇସ୍ରୋର ଅଧ୍ୟକ୍ଷ ଥିଲେ । ତାଙ୍କରି ସମୟରେ ଭାରତ ସଫଳତାର ସହ ଚନ୍ଦ୍ରକୁ ପ୍ରଥମ ମହାକାଶ ଯାନ  ଚନ୍ଦ୍ରଯାନ-୧ ପଠାଇଥିଲା । ୨୫ଟି ଉପଗ୍ରହ ସଫଳତାର ସହ ମହାକାଶକୁ ପ୍ରେରଣ କରାଯାଇଥିଲା ।

Leave A Reply