ଫ୍ରେଞ୍ଚ୍‍ ଓପନ୍‍ ବ୍ୟାଡ଼ମିଣ୍ଟନ-୨୦୧୮ର କେତକ ବିଶେଷ କଥା

0

ଫ୍ରେଞ୍ଚ୍‍ ଓପନ୍‍ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା-୨୦୧୮ର ଚଳିତ ସଂସ୍କରଣ ୨୩ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି।

ଏହି ପ୍ରତିଯୋଗିତା ପ୍ୟାରିସ୍‍ରେ ୨୮ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ।

ଜାପାନର କ୍ରୀଡ଼ା ସରଞ୍ଜାମ ଉତ୍ପାଦନକାରୀ କମ୍ପାନୀ ୟୋନେକ୍ସ ଏହି ପ୍ରତିଯୋଗିତାର ପ୍ରାୟୋଜକ ରହିଛି।

ଏହା ଏପରି ଏକ ସୁଯୋଗ, ଯେଉଁଠି ଲୁକ୍କାୟିତ ହୋଇ ରହିଥିବା କିଛି ପ୍ରତିଭାଶାଳୀ କ୍ରୀଡ଼ାବିତ୍‍ ନିଜ ଚମକ୍‍ ସାରା ଦେଶକୁ ଦେଖାଇଥାଆନ୍ତି।

ବିଗତ ଦିନମାନଙ୍କରେ ବହୁ ପ୍ରତିଭାଶାଳୀ କ୍ରୀଡ଼ାବିତ୍‍ ଏହି ପ୍ରତିଯୋଗିତାରେ ନିଜ ଚମତ୍କାରୀତା ପ୍ରଦର୍ଶନ କରି ବିଜୟ ଲାଭ କରିଛନ୍ତି। ସେମାନଙ୍କ ମଧ୍ୟରୁ ପି ହୋଙ୍ଗ୍‍ୟାନ୍‍ ହେଉଛନ୍ତି ଜଣେ।

ଯିଏ କି ଜଣେ ଚୀନ୍‍ ବାସିନ୍ଦା ହେଲେ ଫ୍ରାନ୍ସ ପାଇଁ ଖେଳି ୨୦୦୩ ରୁ ୨୦୦୫ ପର୍ଯ୍ୟନ୍ତ ତିନିଥର ଲଗାତାର ଭାବେ ଏହି ପ୍ରତିଯୋଗିତା ଜିତିଛନ୍ତି।

Leave A Reply