ଆରପାରିରେ ସ୍ବାଧୀନତା ସଂଗ୍ରାମୀ ବାଇଧର ସ୍ବାଇଁ

0

ଢେଙ୍କାନାଳ : କାମାକ୍ଷାନଗରର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବାଇଧର ସ୍ବାଇଁଙ୍କର ପରଲୋକ ହୋଇଯାଇଛି। ବାଲିଗୋରଡ ସ୍ଥିତ ନିଜ ବାସଭବନରେ ବୁଧବାର ରାତି ୨ଟା ସମୟରେ ତାଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା। ଗୁରୁବାର ପୂର୍ବାହ୍ନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

Leave A Reply