ବିକ୍ରମସିଙ୍ଘେ ବରଖାସ୍ତ, ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହେଲେ ରାଜପକ୍ଷେ

0

କଲମ୍ବୋ : ଶ୍ରୀଲାଙ୍କ ରାଷ୍ଟ୍ରପତି ମୈତ୍ରୀପାଲ ଶିରିସେନା ଶୁକ୍ରବାର ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେକୁ ବରଖାସ୍ତ କରିଛନ୍ତି। ବିକ୍ରମସିଙ୍ଘେଙ୍କ ସ୍ଥାନରେ ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି। ଏକ ଘରୋଇ ଟିଭି ଚ୍ୟାନେଲର ରିପୋର୍ଟ ଅନୁଯାୟୀ ରାଜପକ୍ଷେ ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟ ଓ ଅର୍ଥନୈତିକ ନୀତି ନିର୍ଦ୍ଧାରଣକୁ ନେଇ ରାଷ୍ଟ୍ରପତି ଶିରିସେନା ଓ ପ୍ରଧାନମନ୍ତ୍ରୀ ବିକ୍ରମସିଙ୍ଘେଙ୍କ ମଧ୍ୟରେ ମତଭେଦ ଦେଖାଯାଇ ଆସୁଥିବାବେଳେ ଏପରି ଅଦଳବଦଳ ହୋଇଛି।

Leave A Reply