ପୂର୍ବତନ ଡିଜିପି ଅଭୟଙ୍କୁ ଓଏସଏସସିର ଅଧ୍ୟକ୍ଷ ଭାବେ ନିଯୁକ୍ତି

ଭୁବନେଶ୍ବର : ପୂର୍ବତନ ରାଜ୍ୟ ପୁଲିସ ମହାନିର୍ଦେଶକ ଶ୍ରୀ ଅଭୟଙ୍କୁ  ନୂଆ ନିଯୁକ୍ତି ମିଳିଛି । ରାଜ୍ୟ ସରକାର ଓଡ଼ିଶା ଷ୍ଟାଫ ସିଲେକସନ କମିଶନ ଅଧ୍ୟକ୍ଷ ଭାବେ ଶ୍ରୀ ଅଭୟଙ୍କୁ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତିର ୫ବର୍ଷ କିମ୍ବା ୬୨ବର୍ଷ ବୟସ ଯାଏ ସେ ଏହି ଦାୟିତ୍ବରେ ରହିବେ ବୋଲି ଜଣାପଡିଛି ।

Comments are closed.