ବିପୁଳ ଚୋରା ବିଦେଶୀ ମଦ ଜବତ; ଜଣେ ଯୁବକ ଗିରଫ

ଭୁବନେଶ୍ବର: ଏୟାରଫିଲ୍‌ଡ ଥାନା ହାଇଟେକ୍ ଅଞ୍ଚଳ ଓରକଳ ଗାଁରୁ ଅବକାରୀ ବିଭାଗ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ବେଆଇନ ଭାବେ ମଦ ବିକ୍ରି କରିବା ଅଭିଯୋଗରେ ଦିନବନ୍ଧୁ ଜେନା ଓରଫ୍ ଚିଣ୍ଟୁକୁ  ଗିରଫ କରିଛି।

Comments are closed.