footer

Breaking News

ଭୁବନେଶ୍ବର : ଆଜି ରାଜ୍ୟରୁ ୪୧୦୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୩୭ ହଜାର ୫୬୭ କୁ ବୃଦ୍ଧି ପାଇଛି // କଟକ : କଟକ ସଦର ପୁଲିସ୍ ଜବତ କଲା ବିପୁଳ ପରିମାଣର ଗଞ୍ଜେଇ // ଭୁବନେଶ୍ବର : ରାଜ୍ୟରେ ଅକ୍ଟୋବର ୧୨ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଓଜେଇଇ //ଭୁବନେଶ୍ବର : ଲୁଇସ୍‌ ରୋଡ୍‌ ଅଞ୍ଚଳସ୍ଥ ଭୁବନେଶ୍ବର ଜୁଡ଼ିସିଆଲ୍‌ କମ୍ପେକ୍ସ ଅଞ୍ଚଳକୁ ୧୯ରୁ୨୫ ପର୍ଯ୍ୟନ୍ତ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କଲା ବିଏମ୍‌ସି। ସିଭିଲ୍‌ କୋର୍ଟରୁ ଅନେକ କରୋନା ଆକ୍ରାନ୍ତ ହେବା ପରେ ପଦକ୍ଷେପ। କଣ୍ଟେନ୍‌ମେଣ୍ଟରୁ ଉପଜିଲାପାଳ ଅଫିସ, ତହସିଲ ଓ ସବ୍‌ ରେଜିଷ୍ଟାର ଅଫିସ ବାଦ // ବାଲେଶ୍ବର ବନ ବିଭାଗ ଦ୍ବାରା ଲକ୍ଷାଧିକ ମୁଲ୍ୟର କେନ୍ଦୁପତ୍ର ଓ ଗାଡି ଜବତ // କେରଳ ମନ୍ତ୍ରୀ କେ.ଟି ଜଲିଲ୍ ଙ୍କ ଇସ୍ତଫା ଦାବି କଲା ଯୁବ କଂଗ୍ରେସ । ସେକ୍ରେଟାରୀଏଟ୍ ଆଗରେ ଯୁବ କଂଗ୍ରେସର ହୋହଲ୍ଲା , ଯୁବକଙ୍କ ଉପରେ ପୁଲିସର ପାଣିମାଡ଼ // ସୁନ୍ଦରଗଡ ଜିଲାରେ ଭତ୍ତା ଓ ରାସନକାର୍ଡର ତଦନ୍ତ ନେଇ ଜିଲାପାଳଙ୍କ ନିର୍ଦ୍ଦେଶ // ଜଳେଶ୍ୱର: କରୋନା କାଳରେ ମେଲୋଡି କାର୍ଯ୍ୟକ୍ରମ । ନିମାତପୁରର ମେଲୋଡି ଆୟୋଜନକାରୀଙ୍କୁ ୫୦ ହଜାର ଜରିମାନା; ଭୋଗରାଇରେ କାଲି ରାତିରେ ଚାଲିଥିଲା ମେଲୋଡି କାର୍ୟ୍ୟକ୍ରମ; କୋଭିଡ୍ କଟକଣା ନ ମାନି ଲୋକଙ୍କ ଗହଳି ଭିତରେ କାର୍ଯ୍ୟକ୍ରମ ଚାଲିଥିଲା // ରାଜ୍ୟପାଳଙ୍କୁ ଭେଟିଲେ ୬ ଅବସରପ୍ରାପ୍ତ ବିଶ୍ବବିଦ୍ୟାଳୟ କୁଳପତି । ବିଶ୍ବବିଦ୍ୟାଳୟ ଅଧ୍ୟାଦେଶକୁ ବିରୋଧ କରି ରାଜ୍ୟପାଳଙ୍କୁ ଭେଟିଲେ । ରାଜ୍ୟ ସରକାରଙ୍କ ଆଣିଥିବା ବିଶ୍ବବିଦ୍ୟାଳୟ ଅଧ୍ୟାଦେଶକୁ ବିରୋଧ // ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା । କଳା , ବାଣିଜ୍ୟ ଓ ବିଜ୍ଞାନରେ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ // ରାଜ୍ୟରେ କରୋନା ନେଲା ଆଉ ୧୩ ଜୀବନ । ଖାର୍ଦ୍ଧାରୁ ସର୍ବାଧିକ ୩ ଆକ୍ରାନ୍ତଙ୍କ ମୃତ୍ୟୁ । ଏଥିସହ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୬୮୨କୁ ବୃଦ୍ଧି // ରାଜ୍ୟରେ ଆଉ ୪୧୮୦ କରୋନା ଆକ୍ରାନ୍ତ ଚିହ୍ନଟ। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୪୬୬ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୧୭୧୪ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧, ୭୧, ୩୪୧ ରେ ପହଞ୍ଚିଛି // ଛତିଶଗଡ ବିଜାପୁରରେ ଯବାନଙ୍କୁ ଅପହରଣ କରି ହତ୍ୟା । ୫ଦିନ ପୂର୍ବରୁ ଯବାନଙ୍କୁ ଅପହରଣ କରିଥିଲେ ମାଓବାଦୀ । ହତ୍ୟାକରି ଗାଙ୍ଗଲୁର-ବିଜାପୁର ରାସ୍ତାରେ ଫିଙ୍ଗିଦେଲେ ମୃତଦେହ । ମୃତକ ଛତିଶଗଡ ପୁଲିସର ମଲ୍ଲୁରାମ ସୂର୍ଯ୍ୟବଂଶୀ // ଦେଶରେ ୨୪ ଘଣ୍ଟାରେ ୧୧୭୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୮୪,୩୭୨କୁ ବୃଦ୍ଧି // ଭୁବନେଶ୍ୱର ଭରତପୁର ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ । ଏକ ବୋଲେରୋରୁ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ // ହରସିମରତ କୌର ବାଦଲଙ୍କ ଇସ୍ତଫା ଗୃହୀତ । ହରସିମରତଙ୍କ ଇସ୍ତଫାପତ୍ରକୁ ଗ୍ରହଣ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ହରସିମରତଙ୍କ ସ୍ଥାନରେ ନରେନ୍ଦ୍ର ସିଂହ ତୋମାରଙ୍କୁ ଅତିରିକ୍ତ ଦାୟିତ୍ୱ । ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ ଭାବେ ତୋମାରଙ୍କୁ ଅତିରିକ୍ତ ଦାୟିତ୍ୱ
4:46 PM IST