ରାହୁଲ ଗାନ୍ଧୀଙ୍କ ଜନ୍ମଦିନରେ କଂଗ୍ରେସ ପକ୍ଷରୁ କରୋନା ପ୍ରଭାବିତ ପରିବାରଙ୍କୁ ସହାୟତା

ପାଟଣା : ଜାତୀୟ କଂଗ୍ରେସ ନେତା ସାଂସଦ ରାହୁଲ ଗାନ୍ଧୀଙ୍କ ୫୧ ତମ ଜନ୍ମଦିବସକୁ ଆଜି କଂଗ୍ରେସ ପକ୍ଷରୁ ସେବା ଦିବସ ଭାବେ ପାଳନ କରାଯାଉଛି। ପାଟଣା କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ , ପାଟଣା ବ୍ଲକ କଂଗ୍ରେସ ସଭାପତି ଶତ୍ରୁଘ୍ନ ସିଂହ, ଦଳୀୟ ନେତା କୈଳାସ ଚନ୍ଦ୍ର ବାରିକ , ବସନ୍ତ ମିଶ୍ର , ମାନସ ନାଏକ , ହିମାଂଶୁ ମହାନ୍ତ , ଗୌତମ ସାହୁ ପ୍ରମୁଖ ଅନ୍ୟ ଦଳୀୟ କର୍ମୀ ମାନେ ରାଜନଗର ଓ ଏହାର ଆଖ ପାଖ ଗ୍ରାମର କିଛି କରୋନା ପ୍ରଭାବିତ ଗରିବ ପରିବାର ଙ୍କୁ ତୁଣ୍ଡି , ବିସୋଧକ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥିବା ଦେଖାଯାଇଛି।

Comments are closed.