କନ୍ଧମାଳର ନୂତନ ଲୋକଗୀତ ବାବୁର୍ ମା ଉନ୍ମୋଚିତ

ଫୁଲବାଣୀ : କନ୍ଧମାଳ ଜିଲାର ଆଉଏକ ନୂତନ ଲୋକଗୀତ ବାବୁର ମା ଉନ୍ମୋଚିତ ହୋଇଯାଇଛି। ସାରେଗାମା ନିବେଦିତ ଉକ୍ତ ଲୋକୀଗତରେ ଅମିର କୁମାର ସାହାଣୀ ଓ ଚନ୍ଦ୍ରମା କଣ୍ଠଦାନ କରିଥିବା ବେଳେ ପି.ଭାସ୍କାର ସଙ୍ଗୀତ ରଚନା କରିଛନ୍ତି। ଏହି ଲୋକଗୀତର ଗୀତାକାର ହେଉଛନ୍ତି ଲୋକପ୍ରିୟ କଳାକାର ରଂଜିତ୍ ମୁଖୀ । ଟିଟୁ ମହାନ୍ତିଙ୍କ ଦ୍ୱାରା ପ୍ରାୟୋଜିତ ଏହି ଲୋକଗୀତ ବାଲିଗୁଡ଼ା ସ୍ଥିତ ସାରେଗାମା ଷ୍ଟିଡ଼ିୟରେ ରେକଡ଼ିଷ୍ଟ୍ ଅରୁଣ କୁମାର ନାୟକଙ୍କ ଦ୍ୱାର ରେକର୍ଡ଼ କରାଯାଇଥିବା ବେଳେ ଚିତ୍ତ ରଂଜନ ସାହୁ , ଭାବଗ୍ରାହୀ ସାହାଣୀ , ସୁଭମ ମହାନ୍ତି ଓ ଶିବମ ମହାନ୍ତି ପ୍ରମୁକ ସହଯୋଗ କରିଛନ୍ତି।

Comments are closed.