ଫ୍ଲାଇଙ୍ଗ ସ୍କ୍ୱାଡର ଚଢଉ ; ଦେଶୀ ଓ ବିଦେଶୀ ମଦ ଜବତ

ଟିଟିଲାଗଡ : ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୁଥୁରବନ୍ଧ ଗ୍ରାମରେ ଭାରପ୍ରାପ୍ତ ମାଜିଷ୍ଟେଟ୍ ତଥା ଟିଟିଲାଗଡ ବିଡ଼ିଓ ମୋତିଲାଲ ସୁଲିଆଙ୍କ ନେତୃତ୍ୱରେ ଫ୍ଲାଇଙ୍ଗ ସ୍କ୍ୱାଡ୍ ଦ୍ୱାରା ଚଢ଼ାଉ ହୋଇ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ ଜବତ ହୋଇଛି । ଏହି ମାମଲାରେ ଦୁଇ ଜଣଙ୍କୁ ପୁଲିସ ଜବତ ରଖିଛି ।

Comments are closed.