୪ଟି ଫୁଲର ମହତ୍ତ୍ୱ

ଶାସ୍ତ୍ରରେ ଉଲ୍ଲେଖ ଥିବା କିଛି ଏପରି ପୁଷ୍ପ ଅଛି ଯାହାକୁ ଭଗବାନ ଶିବଙ୍କୁ ଅର୍ପଣ କଲେ ବହୁ ଶୁଭ ଫଳ ମିଳିଥାଏ।

କନିଅର –
ଏହି ଫୁଲ ଭଗବାନ ଶିବଙ୍କର ଖୁବ ପ୍ରିୟ ଅଟେ। ଏହାକୁ ନିୟମିତ ଅର୍ପଣ କଲେ ନିଜ ଇଚ୍ଛା ଅନୁଯାୟୀ ଭଲ ଜୀବନ ସାଥୀ ପ୍ରାପ୍ତି ହୋଇଥାଏ।

ଅଗସ୍ତି ଫୁଲ –
ଏହାକୁ ଅର୍ପଣ କଲେ ସମାଜରେ ମାନସମ୍ମାନ,ଖ୍ୟାତି ଆଦି ପ୍ରାପ୍ତି ହୋଇଥାଏ।
ସେଫାଳି ଫୁଲ –
ଏହାକୁ ଅର୍ପଣ କଲେ ମନରେ ଶାନ୍ତି ମିଳିବା ସହ ଜୀବନରେ ଥିବା ସମସ୍ତ କଷ୍ଟ ଦୂର ହୋଇଥାଏ।

ନିୟମିତ ଦୁଦୁରା ଫୁଲ ସହ ବେଲପତ୍ର ଓ ଦୁବ ଅର୍ପଣ କଲେ ଧନହାନି ଦୂର ହେବା ସହ ଧନ ପ୍ରାପ୍ତି ମଧ୍ୟ ହୋଇଥାଏ ।

ଅରଖ ଫୁଲ –
ଏହି ଫୁଲ ଅର୍ପଣ କରିବା ଦ୍ୱାରା କର୍ମ କ୍ଷେତ୍ରରେ ସଫଳତା ମିଳିବା ସହ, ଆର୍ଥିକ ଉନ୍ନତି ଘଟିଥାଏ ଓ ବିଦ୍ୟାର୍ଥୀ ମାନଙ୍କର ମଧ୍ୟ ଖୁବ ଭଲ ବିଦ୍ୟା ପ୍ରାପ୍ତି ହୋଇଥାଏ।

 

Comments are closed.