ପିପିଲି-ଜଟଣୀ ରାସ୍ତା ଉପରେ ବନ୍ୟା ଜଳ

ପିପିଲି : ଦୟାନଦୀର କଣ୍ଟି କାଜରୁ ନିର୍ଗତ ବନ୍ୟା ଜଳ ଆଜି ସକାଳେ ବାରିମୂଳ ଠାରେ ପିପିଲି – ଜଟଣୀ ରାସ୍ତା ଉପରେ ପ୍ରବାହିତ ହେଉଛି। ଏବେ ରାସ୍ତା ଉପରେ ୬ ଇଞ୍ଚ ଉଚ୍ଚତାରେ ବନ୍ୟା ଜଳ ପ୍ରବାହିତ ହେଉଛି। ନଦୀର ଜଳ ପତନ ଧିରେ ଧିରେ ବୃଦ୍ଧି ପାଉଥିବା ସୂଚନା ମିଳିଛି।

Comments are closed.