୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ସମାଜ ଭୁବନେଶ୍ୱର କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ

ଭୁବନେଶ୍ୱର – ଦେଶର ୭୩ ତମ ସାଧରଣତନ୍ତ୍ର ଦିବସ ଅବସରରେ ସମାଜର ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ସମାଜର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ

ଜାତୀୟ ସଙ୍ଗୀତ ଗାନ ସହ ଭାରତ ମାତା କି ଜୟ ଧ୍ୱନୀ ସମଗ୍ର ବାତାବରଣ ପ୍ରକମ୍ପିତ ହୋଇଥିଲା। ଏହି ଅବସରରେ ସମାଜର ପୂର୍ବତନ ମୁଖ୍ୟ ପରିଚାଳକ ସୁରେଶ ମନ୍ତ୍ରୀ, ବ୍ୟୁରୋ ମୁଖ୍ୟ ପ୍ରସନ୍ନ ପତି, ବିଜ୍ଞାପନ ପ୍ରବନ୍ଧକ ସଂଜୟ ମିଶ୍ର, ଶାଖା ପରିଚାଳକ ଭରତ ଦାସ, ଡିଜିଟାଲ ମିଡିଆ ପ୍ରବନ୍ଧକ ଜିତ୍‌ ପଟ୍ଟନାୟକଙ୍କ ସମାଜର

 

ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ଏହି ଅବସରରେ ନିକଟସ୍ଥ ବସ୍ତିରେ ମିଷ୍ଟାନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Comments are closed.