ନ୍ୟୁ ଜର୍ସିରେ ଗୁଳିକାଣ୍ଡ, ପୁଲିସ ଅଧିକାରୀଙ୍କ ସମେତ ୬ ମୃତ

ଆମେରିକା : ଆମେରିକା ନ୍ୟୁ ଜର୍ସିରେ ହୋଇଥିବା ଗୁଳିକାଣ୍ଡରେ ପୁଲିସ ଅଧିକାରୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପୁଲିସର କାର୍ଯ୍ୟାନୁଷ୍ଠାନରେ ୨ ସନ୍ଦିଗ୍ଧଙ୍କ ମୃତ୍ୟୁ ହୋଇଛି। ଏ ସମ୍ପର୍କରେ ଅଧିକ ଖବର ହସ୍ତଗତ ହୋଇପାର ନାହିଁ। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Comments are closed.