ଗୁଳିକାଣ୍ଡରେ ଜଣେ ଆହତ

0

ସମ୍ବଲପୁର: ବୁଢାରଜା ମାର୍କେଟ ଅଞ୍ଚଳରେ ଗୁଳିକାଣ୍ଡ ଘଟିଛି। ଗୁଳିକାଣ୍ଡରେ ଜଣଙ୍କ ଗୋଡରେ ଗୁଳି ବାଜିଛି। ଗଣ୍ଡଗୋଳରୁ ଗୁଳିକାଣ୍ଡ ହୋଇଥିବା ଜଣାପଡିଛି। ଗୁଳିମାଡରେ ଆହତ ବ୍ୟକ୍ତିଙ୍କୁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply