ଅଗ୍ନିକାଣ୍ଡରେ ଜଳିଗଲା ୭ ବଖରା ଘର

ଯାଜପୁର : ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ରାଧାନଗର ଗାଁରେ ଅଗ୍ନିକାଣ୍ଡ ହୋଇଥିବା ଗୁରୁବାର ଜଣାପଡ଼ିଛି। ଗାଁରେ ଅଗ୍ନିକାଣ୍ଡରେ ୩ ପରିବାରର ୭ ବଖରା ଘର ଜଳିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Comments are closed.