ଜିମ୍ ସାମଗ୍ରୀ ଗୋଦାମରେ ଅଗ୍ନିକାଣ୍ଡ : ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ

ବ୍ରହ୍ମପୁର : ବ୍ରହ୍ମପୁର ଶିଳ୍ପାଞ୍ଚଳ ବୃନ୍ଦାବନ ନଗର ଠାରେ ଥିବା ଏକ ଜିମ୍ ସାମଗ୍ରୀ ଗୋଦାମରେ ଶନିବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡି ଯାଇଛି । ବଳରାମ ସାହୁଙ୍କ ଏହି ଗୋଦାମରେ ନିଆଁ ଲାଗିବାପରେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ଅଗ୍ନିକାଣ୍ଡର  ପ୍ରକୃତ କାରଣ ଜଣାପଡିନାହିଁ।

Comments are closed.