କଟକ: ଟେଣ୍ଟ ହାଉସ୍‌ ଷ୍ଟୋର ରୁମ୍‌ରେ ଅଗ୍ନିକାଣ୍ଡ

କଟକ: କଟକ ସ୍ଥିତ ପୁରୀଘାଟ ଥାନା ନିକଟବର୍ତ୍ତୀ ଏକ ଟେଣ୍ଟ ହାଉସ୍‌ ଷ୍ଟୋର ରୁମ୍‌ରେ ରବିବାର ଅଗ୍ନିକାଣ୍ଡ ଘଟିଛି। ତେବେ ଏଥିରେ କେହି ମୃତାହତ ହୋଇଥିବା ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଖବର ପାଇବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Comments are closed.