ମୁମ୍ବଇ କ୍ରାଉଫୋର୍ଡ଼ର ବଜାରରେ ଅଗ୍ନିକାଣ୍ଡ

ମୁମ୍ବଇ : ମୁମ୍ବଇର  କ୍ରାଉଫୋର୍ଡ଼ର ଏକ ବଜାରରେ ବଜାରରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଘଟଣାସ୍ଥଳରେ ଦମକଳ ଗାଡ଼ି ପହଂଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ନିଆଁ ଲିଭାଇବା କାର୍ଯ୍ୟ ଜାରି ରହିଛି। ଏଯାବତ ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ଏହି ବଜାର ସହରର ସବୁଠାରୁ ବ୍ୟସ୍ତବହୁଳ ସ୍ଥାନ ଅଟେ। ଏହାଛଡ଼ା ଏହି ସ୍ଥାନ ପ୍ରତିଷ୍ଠିତ ବଜାର ଛତ୍ରପତି ଶିବାଜୀ ମହାରାଜ ଟର୍ମିନଲ୍ସ ରେଲୱେ ଷ୍ଟେସନ ନିକଟରେ ଅବସ୍ଥିତ।

Comments are closed.