ଡାକ୍ତରଖାନାରେ ନିଆଁ

0

କେନ୍ଦୁଝର : କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଗୁରୁବାର ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁସାରେ, ଡ଼ାକ୍ତରଖାନାର ଶଲ୍ୟ ଚିକିତ୍ସା ବିଭାଗରେ ହଠାତ୍‍ ନିଆଁ ଲାଗିଯାଇଥିଲା। ୱାର୍ଡ଼ରେ ଥିବା ୪୦ରୁ ଅଧିକ ରୋଗୀଙ୍କୁ ଲୋକେ ଉଦ୍ଧାର କରିଛନ୍ତି। ତେବେ ବିଦ୍ୟୁତ୍‍ ସର୍ଟସର୍କିଟ୍‍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Leave A Reply